29.1 C
Bhubaneswar
Friday, May 3, 2024
Homeଓଡିଶାମହାନଦୀରେ ଡଙ୍ଗାବୁଡି ୨ ମୃତ, ୭ ନିଖୋଜ

ମହାନଦୀରେ ଡଙ୍ଗାବୁଡି ୨ ମୃତ, ୭ ନିଖୋଜ

ଝାରସୁଗୁଡା : ମହାନଦୀରେ ଡଙ୍ଗା ବୁଡି ୨ ମୃତ, ୭ ନିଖୋଜ ହୋଇ ଯାଇଛନ୍ତି । ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଥିବାର ସୂଚନା ମିଳିଛି । ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ ଏବଂ ବରଗଡ ବାଞ୍ଜିପାଲିକୁ ଯାଉଥିଲେ । ଡଙ୍ଗାରେ ଥିବା ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିବାର ମଧ୍ୟ ସୂଚନା ମିଳିଛି । ସେମାନେ ସମସ୍ତେ ଶରଧା ଗାଁରୁ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବା ବେଳେ ଦିନ ପ୍ରାୟ ଅଢ଼େଇଟା ବେଳେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ।   ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣାପଡ଼ି ନାହିଁ। ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପୁଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking