32.1 C
Bhubaneswar
Friday, April 26, 2024
Homeଓଡିଶାବଡ଼ ଖବର, ଆଜି ରାଜ୍ୟରେ ୧୬୦୨ କରୋନା ପଜେଟିଭ୍ ଚିହ୍ନଟ

ବଡ଼ ଖବର, ଆଜି ରାଜ୍ୟରେ ୧୬୦୨ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଆଜି ୨୯ ଜିଲ୍ଳାରୁ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୬୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୩୦୮, ଖୋର୍ଦ୍ଧାରୁ ୨୮୫, ରାୟଗଡ଼ାରୁ ୧୬୪, ଗଜପତିରୁ ୧୦୮, ସୁନ୍ଦରଗଡ଼ରୁ ୬୨, କଟକରୁ ୫୪, ପୁରୀରୁ ୫୦, ଢ଼େଙ୍କାନାଳରୁ ୪୯, କୋରାପୁଟରୁ ୪୬, କନ୍ଧମାଳରୁ ୪୫, ଯାଜପୁରରୁ ୪୪, ମୟୁରଭଞ୍ଜରୁ ୩୯, ସମ୍ବଲପୁରୁ ୩୯ବଲାଙ୍ଗୀରରୁ ୩୮, ନୟାଗଡ଼ରୁ ୩୩, କେନ୍ଦୁଝରରୁ ୩୧, କଳାହାଣ୍ଡିରୁ ୩୦, ମାଲକାନଗିରିରୁ ୩୦, ବାଲେଶ୍ୱରରୁ ୨୯, ଭଦ୍ରକରୁ ୨୦, ଜଗତସିଂହପୁରରୁ ୧୯, ଅନୁଗୁଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ବରଗଡ଼ରୁ ୧୩, ବୌଦ୍ଧରୁ ୯, ନବରଙ୍ଗପୁରରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୬, ନୂଆପଡ଼ାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking