28.1 C
Bhubaneswar
Sunday, April 28, 2024
Homeଓଡିଶାବିଜେଡିରେ ମିଶିବେ ଚିରଞ୍ଜୀବ ବିଶ୍ୱାଳ

ବିଜେଡିରେ ମିଶିବେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଶଙ୍ଖଭବନରେ ସେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ୨୦୧୪ରେ କଂଗ୍ରେସ ଟିକେଟ୍ରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି । ହେଲେ ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତାଙ୍କ ପୋଷ୍ଟର ଓ ବ୍ୟାନରରେ କଂଗ୍ରେସ ଦଳୀୟ ନଥିଲା । ହେଲେ ଏପର୍ୟ୍ୟନ୍ତ ସେ କଂଗ୍ରେସରୁ ଇସ୍ତଫା ଦେଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking