ଜାମୁ-କାଶ୍ମୀର :ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଠାରେ ଆତଙ୍କବାଦୀ ହମଲାରେ ୪ଜଣ ଯବାନ ସହିଦ ହୋଇଛନ୍ତି ଏଲ୍ଓସି ଠାରେ ବଡ଼ଧରଣର ଅପରେସନ ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନମୟରେ ୩ ଆତଙ୍କବାଦୀ ନିହତ ହେଇଛନ୍ତି ।