28.1 C
Bhubaneswar
Saturday, April 27, 2024
Homeଓଡିଶାନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ହକି ଖେଳାଳୀ ନମିତା ଟୋପ୍ପୋ ପାଇବେ ଅର୍ନ୍ତଜାତୀୟ ଏକଲବ୍ୟ ପୁରସ୍କାର । ୨୦୨୦ ରେ ହେବାକୁ ଯାଉଥିବା ୨୮ତମ ଏକଲବ୍ୟ ପୁରସ୍କାର ମନୋନୀତ ତାଲିକାରେ ନମିତା ଟୋପ୍ପୋଙ୍କ ନାମ ସ୍ଥାନ ପାଇଛିା ଜୁରୀ କମିଟି ବୈଠକ ସହମତିରେ ସେ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପାଇବେ । ଇମ୍ପାକ୍ଟ ତରଫରୁ ୧୯୯୩ରୁ ଏହି ପୁରସ୍କାର ଦିଆଯାଉଛି ।ଭାରତ୍ତୋଳନକାରୀ ସ୍ନେହା ଓ ବ୍ୟଡ଼ମିଣ୍ଟନ ଖେଳାଳୀ ରୁତ୍ତୁପଣ୍ଣା ପଣ୍ଡା ପାଇବେ ଉପବିଜେତା ପୁରସ୍କାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking