32.1 C
Bhubaneswar
Friday, April 26, 2024
Homeଓଡିଶାବର୍ଷକରେ ୧୬୦ ମାଓବାଦୀ ମୃତ

ବର୍ଷକରେ ୧୬୦ ମାଓବାଦୀ ମୃତ

ଭୁବନେଶ୍ୱର : ବର୍ଷକ ଭିତରେ ୧୬୦ ଜଣ ମାଓବାଦୀ ମୃତ୍ୟୁ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କିମିଟି । କରୋନାରେ ଟପ୍ ମାଓନେତା ହରିଭୁଷଣ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି । ହରିଭୁଷଣ ନା’ରେ ୪୦ ଲକ୍ଷ ଟଙ୍କର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଦଣ୍ଡକାରଣ୍ୟରେ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ଓଡ଼ିଶାରେ ୧୪, ଓଡ଼ିଶା -ଅନ୍ଧ୍ର ସୀମାରେ ୧୧ ମାଓବାଦୀ ସଫା ହୋଇଛନ୍ତି । ତେଲେଙ୍ଗାନାରେ ୧୪ ଓ ବିହାରରେ-ଝାଡ଼ଖଣ୍ଡରେ ୧୧ ମାଓବାଦୀ ସଫା ହୋଇଛନ୍ତି । ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କିମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking