28.1 C
Bhubaneswar
Saturday, May 11, 2024
Homeବିଜିନେସ୍୧୩୦୦ କର୍ମଚାରୀଙ୍କ ଛଟେଇ କଲା ‘ଜୁମ୍‌’

୧୩୦୦ କର୍ମଚାରୀଙ୍କ ଛଟେଇ କଲା ‘ଜୁମ୍‌’

ନୂଆଦିଲ୍ଲୀ: ଅନ୍ୟ କମ୍ପାନୀ ଭଳି ‘ଜୁମ୍‌’ ମଧ୍ୟ ୧୩୦୦ କର୍ମଚାରୀଙ୍କ ଛଟେଇ କରିଛି । ଲକଡାଉନ ସମୟରେ ଭିଡିଓ କନଫ୍ରେନ୍ସିଂ ଲାଗି ‘ଜୁମ୍‌’ ଘରେ ଘରେ ପରିଚିତ ଥିଲା । ସେଥିପାଇଁ କମ୍ପାନୀ କରୋନା ସମୟରେ ଅନେକ କର୍ମଚାରୀ ନିଯୁକ୍ତ କରିଥିଲା । କିନ୍ତୁ ଏବେ ଏହାର ରାଜସ୍ୱ କମ୍ ଆସୁଥିବାରୁ କମ୍ପାନୀ ପକ୍ଷରୁ ଛଟେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କମ୍ପାନୀର ସିଇଓ ଏରିକ ୟୁଆନ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ୨୦୦୯ରେ ‘ଜୁମ’ର ରାଜସ୍ୱ ୯ ଗୁଣା ବୃଦ୍ଧି ହେବା ପରେ ୨୦୨୨ରେ କେବଳ ୬.୭ ପ୍ରତିଶତ ବୃଦ୍ଧି ହୋଇଥିଲା। କମ୍ପାନୀର ରାଜସ୍ୱ ଖୁବ୍ କମ୍ ହେଉଥିବାବେଳେ ଖର୍ଚ୍ଚ ବଢ଼ିବାରୁ ବାଧ୍ୟହୋଇ ଛଟେଇ ନିଷ୍ପତ୍ତି ନିଆଯାଇଛି ।

କପି କରିଥିବା ପରୀକ୍ଷାର୍ଥୀ ସମ୍ମେଟିଭ-୨ରୁ ବଞ୍ଚିତ ହେବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking