28.1 C
Bhubaneswar
Saturday, April 27, 2024
Homeଓଡିଶାଗତକାଲିର ସବୁ କରୋନା ଟେଷ୍ଟ ନେଗେଟିଭ୍‌

ଗତକାଲିର ସବୁ କରୋନା ଟେଷ୍ଟ ନେଗେଟିଭ୍‌

ଭୁବନେଶ୍ୱର : ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍ ଆସିଛି । ଏହା ରାଜ୍ୟ ପାଇଁ ବହୁତ ଖୁସି ଖବର । ଗତକାଲି ହୋଇଥିବା ସମୁଦାୟ୮୪୩ଟି ସାମ୍ପଲ ଟେଷ୍ଟ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫୭୭ ସାମ୍ଫଲ ଟେଷ୍ଟ ହେଲାଣି । ୭୫୭୭ ସାମ୍ପଲରୁ ୭୫୧୭ ନେଗେଟିଭ୍ ଆସିଛି, ଅନ୍ୟ ୬୦ଟି ପଜେଟଭ୍ ଆସିଛି । ଏହି ୬୦ ପଜେଟିଭ୍ ମଧ୍ୟରୁ ୪୦ଜଣ ଚିକିତ୍ସାଧୀନ ଅଛନ୍ତି, ୧୯ଜଣ ସୁସ୍ଥ ହୋଇ ଫେରିଛନ୍ତି, ଜଣେ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି ।
https://onakhabar.com/2020/04/17/odia-labourers-without-food/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking