37.1 C
Bhubaneswar
Sunday, May 5, 2024
Homeଓଡିଶାସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଭଂଜନଗର: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବଡପଡା ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ ସେହି ଗାଁ ର ସରସ୍ଵତୀ ପ୍ରଧାନ । ଗାଁ ପାଖ ପାହାଡ଼ କୁ କାମ କରିବାକୁ ଯାଇଥିବା ବେଳେ, ସେଠାରେ ବିଷଧର ସାପ କାମୁଡାରେ ସେ ଆହତ ହୋଇଥିଲେ । ଘରକୁ ଫେରି ଆସି ସେ ଅସୁସ୍ଥ ହୋଇପଡିବାରୁ, ଗୁରୁତର ଅବସ୍ଥାରେ ତାଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ସେଠାରେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking