29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗ୧୬ ଡିସେମ୍ବରକୁ କାହିଁକି ବିଜୟ ଦିବସ ରୂପେ ପାଳନ କରାଯାଏ

୧୬ ଡିସେମ୍ବରକୁ କାହିଁକି ବିଜୟ ଦିବସ ରୂପେ ପାଳନ କରାଯାଏ

ଭୁବନେଶ୍ୱର: ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସୈନ୍ୟ ସଂଘର୍ଷ ଥିଲା । ଏହାର ଆରମ୍ଭ ପାକିସ୍ତାନ ଦ୍ୱାରା ୩ ଡିସେମ୍ବର ୧୯୭୧ ମସିହାରେ ହୋଇଥିଲା । ପାକିସ୍ତାନ ଭାରତୀୟ ବାୟୁସେନାର ୧୧ ଟି ଷ୍ଟେସନ ଉପରେ ଆକ୍ରମଣ କରିଥିଲା । ଏହାର ପରିଣାମ ସ୍ୱରୂପ ଭାରତୀୟ ସେନା ପୂର୍ବ ପାକିସ୍ତାନରେ ବାଂଲାଦେଶ ସ୍ୱତନ୍ତ୍ରତା ସଂଗ୍ରାମରେ ବଂଗାଳୀ ରାଷ୍ଟ୍ରବାଦ ଗୁଣ୍ଟଙ୍କ ସମର୍ଥନ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଯୁଦ୍ଧର ଆରମ୍ଭ କେମିତି ହେଲା । ପାକିସ୍ତାନ ସରକାର ଏବଂ ସେନା, ପୂର୍ବ ପାକିସ୍ତାନରେ ରହୁଥିବା ନିଜ ଲୋକଙ୍କ ଉପରେ ଅତ୍ୟାଚାର ଏବଂ ନିରୀହ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରୁଥିଲେ । ସେମାନେ ଏମିତି ଏଥିପାଇଁ କରୁଥିଲେ, କାରଣ ପୂର୍ବ ପାକିସ୍ତାନରେ ରହୁଥିବା ଲୋକେ ନିଜ ପାକିସ୍ତାନୀ ସେନାଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଖାଲି ଏତିକି ନୁହେଁ, ତାଙ୍କ ସ୍ୱର ଚାପିବା ପାଇଁ ପାକିସ୍ତାନ ପୂର୍ବ ପାକିସ୍ତାନରେ ନରସଂହାର ବି ଆରମ୍ଭ କରିଦେଇଥିଲା । ଫଳରେ ଏଥିରୁ ବର୍ତିବା ପାଇଁ ସେମାନେ ସେହି ସ୍ଥାନ ଛାଡିବାକୁ ଲାଗିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking