29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ : ୬ ମୃତ

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ : ୬ ମୃତ

ନୂଆଦିଲ୍ଲୀ : ଆମେରିକାରେ ଭୟଙ୍କର ଘୂର୍ଣ୍ଣିଛଡ, ପ୍ରବଳ ବର୍ଷା ଏବଂ ତୋଫାନ । ଘୂର୍ଣ୍ଣିବାତ୍ୟା ଯୋଗୁଁ ଜଣେ ନବଜାତକ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଏବଂ ୨୦ ହଜାରରୁ ଅଧିକ ଘରେ ବିଦ୍ୟୁତ ସରାବରାହ ବନ୍ଦ ରହିଛି । କେବଳ ସଲଫର ସହରରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅଧିକାଂଶ ଅଟ୍ଟାଳିକା ନଷ୍ଟ ହୋଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଏବଂ ୫୦୦ ରୁ ଅଧିକ ଘର ମାଟିରେ ମିଶିଯାଇଛି । ତେବେ ସୂଚନା ଅନୁସାରେ ଗତ ଶୁକ୍ରବାର ୮୮ଟି ଘୂର୍ଣ୍ଣିବାତ୍ୟା,ଶନିବାର ଓ ରବିବାର ୩୫ ଟି ବାତ୍ୟା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking