28.1 C
Bhubaneswar
Saturday, April 27, 2024
Homeଓଡିଶାପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି, ୨ରୁ ୩ ଘଣ୍ଟା ଯାଏ ହାତ...

ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି, ୨ରୁ ୩ ଘଣ୍ଟା ଯାଏ ହାତ ଧରାଧରି ହୋଇ ଫସି ରହିଲେ କାଉଡିଆ

ବରଗଡ଼: ଅଚାନକ ମାଡି ଆସିଲା ଝରଣା ପାଣି। ଅଳ୍ପକେ ବର୍ତ୍ତିଲେ କାଉଡିଆଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ଝରଣାରୁ ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି। ଏହି ସମୟରେ ପାଣି ମଝିରେ କାଉଡିଆମାନେ ଫସି ଯାଇଥିଲେ। ପ୍ରାୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାତ ଧରାଧରି ହୋଇ କାଉଡିଆମାନେ ଫସି ରହିଥିଲେ। ପରେ ଝରଣା ଜଳସ୍ତର କମିବାରୁ ସୁରକ୍ଷିତ ଭାବେ କୂଳକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking