28.1 C
Bhubaneswar
Saturday, April 27, 2024
Homeଓଡିଶା୧୬ ଜିଲ୍ଲାକୁ ସତର୍କ ସୂଚନା

୧୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଗକୁ ଦୁର୍ଗା ପୂଜା ଥିବା ବେଳେ ଏବେ ରାଜ୍ୟରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଅନ୍ୟପଟେ ମହାମାରୀ କରୋନା ମଧ୍ୟ ଦାଉ ସାଧୁଛି । ଏହାରି ଭିତରେ ୧୬ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ଆଂଚଳିକ ପାଣଇପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ୧୬ ଜିଲ୍ଲା ମଧ୍ୟରେ ମାଲକାନଗିରି, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, କଟକ, ଅନୁଗୁଳ, ରକନ୍ଧମାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଂଜାମ, ଗଜପତି, ପୁରୀ, କୋରାପୁଟ, ଖୋର୍ଦ୍ଧା ଏବଂ ରାୟଗଡା । ଏହି ଜିଲ୍ଲାମାନଙ୍କରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking