26.1 C
Bhubaneswar
Wednesday, May 8, 2024
Homeଓଡିଶାଆଇନ ମହାବିଦ୍ୟାଳୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆଇନ ମହାବିଦ୍ୟାଳୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର : ଦୁର୍ନିତୀରେ ଛନ୍ଦି ହୋଇଯାଇଛନ୍ତି ମହାବିଦ୍ୟାଳୟ କିରାଣୀ ।  ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ନେଇ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର କିରାଣୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କାର୍ଯ୍ୟରତ କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଆସିକା ରୋଡ଼ ସ୍ଥିତ ୩ ମହଲା ଘର , ଲେଚାପଡ଼ା ଠାରେ ଥିବା ଘର , ମୋଟର ପାଟର୍ସ ଦୋକାନ ଓ ଭଡ଼ାରେ ଲାଗିଥିବା ଗୋଦାମ ଘରେ ଏକକାଳୀନ ଭାବରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଏହି ଚଢାଉ ସମୟରେ କିରାଣୀଙ୍କ ଘରୁ ନଗଦ ୧୮ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ମିଳିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking