31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସୁରକ୍ଷା ବାହିନୀର ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ସୁରକ୍ଷା ବାହିନୀର ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ପୁଣି ଆତଙ୍କବାଦୀ ମାନେ ଜମ୍ମୁ କାଶ୍ମୀରକୁ ଟାର୍ଗେଟ କରିଛନ୍ତି । ଆଜି ଶ୍ରୀନଗର ଲାବାପୋରା ଅଞ୍ଚଳରେ ସୁରକ୍ଷା ବାହୀନୀର ଗୁଳିରେ ଜଣେ ଆତଙ୍କ ବାଦୀ ନିହତ ହୋଇଛି । ତେବେ ଶ୍ରୀନଗରରେ ଠାରେ ଏହି ଆତଙ୍କ ବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲ । ଏହି ଖବର ପରେ ସୁରକ୍ଷାବାହୀନୀ ତରଫରୁ ସର୍ଚ୍ଚ ଅପରେସନ ଜାରି କରାଯାଇ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା । ତେବେ ମଙ୍ଗଳବାର ଦିନ ସକାଳୁ ଆତଙ୍କବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଯବାବରେ ସୁରକ୍ଷାବାହିନୀ ତରଫରୁ ମଧ୍ୟ ଗୁଳି ଚଳାଯାଇଥିଲା । ଏହି ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ଟଳି ପଡ଼ିଥିଲ । ଏହାସହ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking