32.1 C
Bhubaneswar
Friday, April 26, 2024
Homeଓଡିଶାସ୍ଵତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢାଉ

ସ୍ଵତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ଵର: ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥବା ସୂଚନା ମିଳିଛି । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼, ପଟିଆ, ନୂଆଗାଁ , ବାଲେଶ୍ୱର ସ୍ଥିତ ଘରେ ଭିଡଜିଲାନ୍ସ ରେଡ଼ ପକେଇଛି । ଖାଲି ଏତିକି ନୁହେଁ ଭୁବନେଶ୍ୱରରୁ ୨ଟି ଓ ପୁରୀରୁ ଗୋଟିଏ ଫ୍ଲାଟ ମଧ୍ୟ ଠାବ କରିିଛି ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking