29.1 C
Bhubaneswar
Saturday, April 27, 2024
Homeଓଡିଶାଭିଜିଲାନ୍ସ ଜାଲରେ ଜେଇ

ଭିଜିଲାନ୍ସ ଜାଲରେ ଜେଇ

ଦେବଗଡ଼ : ଭିଜିଲାନ୍ସ ଜାଲରେ ତିଲେଇବଣି ବ୍ଲକ୍ ବଡ଼ଛାପଲ ଜିପିଟିଏ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତିଲେଇବଣି ବ୍ଲକର ଗ୍ରାମ ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ବିକାଶ ବେହେରାଙ୍କ ଘର, ଶ୍ୱଶୁର ଘର ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି । ଏକାକାଳୀନ ତିନିଟି ସ୍ଥାନରେ ରେଡ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking