30.1 C
Bhubaneswar
Monday, May 6, 2024
Homeଓଡିଶାକୋରାପୁଟ ପ୍ରିମିୟର ଲିଗ ବୈପାରିଗୁଡା ଠାରେ ଭଲିବଲ ଏବଂ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

କୋରାପୁଟ ପ୍ରିମିୟର ଲିଗ ବୈପାରିଗୁଡା ଠାରେ ଭଲିବଲ ଏବଂ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

 

ବୈପାରିଗୁଡା – କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେଡି ତରଫରୁ କୋରାପୁଟ ପ୍ରିମିୟର ଲିଗ ଭଲିବଲ ଏବଂ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଠାରେ ଥିବା ହାଇସ୍କୁଲ ଖେଳପଡ଼ିଆ ଠାରେ ଆୟୋଜିତ ପ୍ରତିଯୋଗିତାରେ ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବ୍ଲକ ବିଜେଡି ସଭାପତି ବିଜୟ ସାମନ୍ତରାୟ,ସରପଞ୍ଚ ଭାଗୀରଥି ମୁର୍ଜିଆ,ବରିଷ୍ଠ କର୍ମୀ ସାଥିରାମ ନାୟକ, ହେମନ୍ତ ମହାପାତ୍ର,ବ୍ଲକ ବିଜେଡି ଯୁବ ସଭାପତି କିରଣ କୁମାର ସ୍ବାଇଁ,ବିଶ୍ୱଜିତ ନାୟକ,ଆର. ଦାମ୍ବିକା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।ବୈପାରିଗୁଡା ବ୍ଲକର ୮ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଫୁଟବଲ ପ୍ରତିଯୋଗିତାରେ ୨ଟି ଦଳ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking