39.1 C
Bhubaneswar
Friday, April 26, 2024
Homeଓଡିଶାରାଜଧାନୀରୁ ୧୯୧ ପଜେଟିଭ

ରାଜଧାନୀରୁ ୧୯୧ ପଜେଟିଭ

ଭୁବନେଶ୍ୱର : ରାଜ୍ୟରେ କୋରନା ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୯୧ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୫ ଟି କ୍ୱାରେନଟାଇନରୁ ଓ ୧୪୬ ଜଣ ଲୋକାଲ କେସ ରହିଛି । ତେବେ ଖଣ୍ଡଗିରିରୁ ୧୪, ପାତ୍ରପଡାରୁ ୧୩, ଓଲ୍ଡ ଟାଉନରୁ ୯, ସୁନ୍ଦରପଦାରୁ ୮, ନୟାପଲ୍ଲୀରୁ ୬, ବଡଗଡରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ତୋବ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬୬ ଆକ୍ରାନ୍ତ ।
ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୮୯୩ ହୋଇଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୨୩୬ ଟି ଆକ୍ଟିଭ କେସ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking