30.1 C
Bhubaneswar
Saturday, May 4, 2024
Homeଅପରାଧଟଙ୍କା ପାଇଁ ସାଙ୍ଗକୁ ହତ୍ୟା

ଟଙ୍କା ପାଇଁ ସାଙ୍ଗକୁ ହତ୍ୟା

ସମ୍ବଲପୁର : କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗରେ ଯବକଙ୍କ ସାଙ୍ଗକ ଗିରଫ କଲା ପୋଲିସ । କଳାହାଣ୍ଡି ଜିଲ୍ଲାର ଆକାଶ ରଞ୍ଜନ ନାଗଙ୍କୁ ଗିରଫ କଲା ପୋଲିସ । ଟଙ୍କା ଦେଣନେଶକୁ ନେଇ ହତ୍ୟା କରିଥିବା ଏସଡିପିଓଙ୍କ ସୂଚନା । ଉଭୟଙ୍କ ମଧ୍ୟରେ ବଚସା ପରେ ପଥରରେ ଛେଚି ହତ୍ୟା କରିଥିଲା । କାଲି ହୀରାକୁଦ ଶାସନ କେନାଲ ନିକଟରୁ ମୃତଦେହ ମିଳିଥିଲା ।

ବନ୍ଧା ହେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking