28.1 C
Bhubaneswar
Saturday, April 27, 2024
Homeପନିପରିବା ଫଳ ଏବଂ ଫୁଲ ଚାଷଘର ଛାତ ଉପରେ କରନ୍ତୁ ଏହି ଚାଷ

ଘର ଛାତ ଉପରେ କରନ୍ତୁ ଏହି ଚାଷ

ନୂଆଦିଲ୍ଲୀ: କଣ ଆପଣଙ୍କ ପାଖରେ ଛାତ ଅଛି ଏବଂ ଆପଣ ତା ଉପରେ କେବଳ ଲୁଗା ସୁଖାନ୍ତି । ତାହେଲେ ଭାବିନିଅନ୍ତୁ ଆପଣ ଅଧିକ ଆୟ ରାସ୍ତା ହରାଉଛନ୍ତି । ଛାତରେ ଆପଣ ପୁରୁଣା ଡବା ବ୍ୟବହାର କରି ଏକ ଛୋଟ ଫାର୍ମ କରିପାରିବେ । କ୍ୟରୀ ନାମକ ଏକ ମଡେଲ ଅଚି, ଯାହାର ବ୍ୟବହାର କରି ଘରେ ଛାତ ଉପରେ ଚାଷ କରିବା ପାଇଁ ବ୍ୟବହାର କରାଯାଏ । ଏଥିରେ କମ୍ପୋଷ୍ଟ, ମାଟି ମିଶ୍ରଣ ବ୍ୟବହାର କରାଯାଏ ।
ପାଣି କଖାରୁ, କଖାରୁ ଓ କଲରାରେ ଅଧିକ ଖର୍ଚ୍ଚ ହୁଏ ନାହିଁ । ଏଥିପାଇଁ କେବଳ ବଜାରରୁ ମଂଜି ଅଣାଯାଏ । ସେହିପରି ଆପଣ ଘରେ ଥିବା ଗ୍ରୀନ କମ୍ପୋଷ୍ଟର ବ୍ୟବହାର କରିପାରିବେ । ବିନା ରାସାୟାନିକ ପଦାର୍ଥ ବ୍ୟବହାର କରି ଭଲ ସବୁଜ ପନିପରିବା ଚାଷ କରିପାରିବେ ଏବଂ ଏଥିରେ ଖର୍ଚ୍ଚ ବି କମ ଆସିବ ।
ପନିପରିବାର ମୂଲ୍ୟ ସର୍ବଦା ବଜାର ଉପରେ ନିର୍ଭର କରିଥାଏ । ମିଡିଆ ରିପୋର୍ଟସ ଅନୁସାରେ ଯଦି ଆପଣ ପାଣି କଖାରୁ, କଖାରୁ କିମ୍ବା କଲରା ଭଳି ଫସଲ କରି ବିକ୍ରି କରନ୍ତି, ତେବେ ଏଥିରୁ ୨୦ ରୁ ୫୦ ଟଙ୍କା ପ୍ରତି କିଲୋ ରେ ବିକ୍ରି କରିପାରିବେ । ଖାସ କଥା ହେଲା ଏଥିରେ ଆପଣଙ୍କୁ ୩ ମାସ ଯାଏଁ ପରିବା କିଣିବା ଦରକାର ପଡିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking