28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନାଗରିକଙ୍କୁ ୟୁକ୍ରେନ୍ ଛାଡିବାକୁ ଆମେରିକାର ପରାମର୍ଶ

ନାଗରିକଙ୍କୁ ୟୁକ୍ରେନ୍ ଛାଡିବାକୁ ଆମେରିକାର ପରାମର୍ଶ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍ ବିବାଦକୁ ନେଇ କୂଟନୈତକ ବାର୍ତ୍ତା ବିଫଳ ହେବା ଯୋଗୁଁ ଉଭୟ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ଦେଖାଯାଇଛି । ଯୁଦ୍ଧର ଆଶଙ୍କା ପରିପ୍ରେକ୍ଷୀରେ ଆମେରିକା ସରକାର ୟୁକ୍ରେନ୍‌ରେ ଅବସ୍ଥିତ ରାଷ୍ଟ୍ରଦୂତ ଓ ପରିବାରଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ରୁଷିଆ ଦ୍ୱାରା ସାମରିକ ଆକ୍ରମଣର ଆଶଙ୍କାରେ ୟୁକ୍ରେନ୍‌ରେ ଅବସ୍ଥାନ କରୁଥିବା ସମସ୍ତ ଆମେରିକା ନାଗରିକଙ୍କୁ ମଧ୍ୟ ତୁରନ୍ତ ୟୁକ୍ରେନ୍ ପରିତ୍ୟାଗ କରିବାକୁ ଆମେରିକା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜରୁରିକାଳୀନ ଭିତ୍ତିିରେ ଉପଲବ୍‌ଧ ଘରୋଇ ତଥା ବାଣିଜ୍ୟିକ ବିମାନସେବା ଜରିଆରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକା ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking