28.1 C
Bhubaneswar
Saturday, April 27, 2024
Homeଓଡିଶାଗାଧୋଇବା ବେଳେ ଭାସିଯାଇ ୨ ନିଖୋଜ

ଗାଧୋଇବା ବେଳେ ଭାସିଯାଇ ୨ ନିଖୋଜ

କଟକ: କାଠଯୋଡି ନଦୀରେ ଭାସି ଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି । ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏହି ଅଘଟଣ ଘଟିଛି । ଗାଧୋଉଥିବା ବେଳେ ୪ ଜଣ ଭାସି ଯାଇଥିଲେ । ଭାସିଯାଇ ବୁଦା ମୂଳରେ ଲାଗି ୨ ଜଣ ଉଦ୍ଧାର ହୋଇଛନ୍ତି । ଆଉ ୨ ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ପୋଳିସ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking