31.1 C
Bhubaneswar
Wednesday, May 8, 2024
Homeଟୋକିଓ ଅଲମ୍ପିକବଜରଙ୍ଗ ପୁନିଆଙ୍କୁ ବ୍ରୋଞ୍ଜ

ବଜରଙ୍ଗ ପୁନିଆଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକର ଆଜି ହେଉଛି ଷୋଡଶ ଦିବସ । ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ରୌପ୍ୟ ପଦକ ଜିତିଛନ୍ତି । ଏହାସହିତ ଭାରତକୁ ଆଉ ଏକ ମେଡାଲ ମିଳି ଯାଇଛି । ଏହି ଅଲମ୍ପିକରେ ଭାରତ ଏପର୍ଯ୍ୟନ୍ତ ୬ ମେଡାଲ ଜିତିଛି । ଏହାପରେ ଏବେ ସମସ୍ତଙ୍କ ନଜର ଜ୍ୟାବଲିନ ଥ୍ରୋଅର ନୀରଜ ଚୋପ୍ରାଙ୍କ ଉପରେ ରହିବ । ସେ ଫାଇନାଲ ମୁକାବିଲା ଖେଳିବେ । ନୀରଜ ଭାଲା ଥ୍ରୋରେ ଦେଶକୁ ମେଡାଲ ଦେଇପାରିବେ । ଏହାପୂର୍ବରୁ ଯୁବ ଗୋଲ୍‌ଫର ଆଦିତି ଅଶୋକ ମେଡାଲ ଜିତିସାରିଛନ୍ତି । ସେ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ରେ ୪ର୍ଥ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking