28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦୁଇ ବିଏସଏଫ ଯବାନ ସହିଦ

ଦୁଇ ବିଏସଏଫ ଯବାନ ସହିଦ

ତ୍ରିପୁରା : ତ୍ରିପୁରାର ଧଲାଇ ଜିଲାରେ ଆତଙ୍କବାଦ ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନ ସହିଦ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ସବ୍‍ଇନ୍ସପେକ୍ଟର ଥିବା ଜଣାଯାଇଛି ।

ବେଆଇନ ଘୋଷିତ ଏନଏଲଏଫଟି ଆତଙ୍କବାଦମାନେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାପଡିଛି । ଏଥିସହିତ ଆତଙ୍କବାଦ ମାନେ ନିହତ ବିଏସଏଫ ଯବାନଙ୍କର ଅସ୍ତ୍ରଶସ୍ତ୍ର ନେଇ ପଳାଇଯାଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଆତଙ୍କିଙ୍କୁ ଖୋଜିବା ଅଭିଯାନ ଜୋରଦାର କରାଯାଇଛି । ସରକାର ଦେଶରୁ ଆତଙ୍କବାଦୀ ଦମନ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି । ସେନା ବାହିନୀକୁ ସେତିକି ଦୃଢ ମଧ୍ୟ କରୁଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking