28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ୪୬ ଜଣଙ୍କ ଜୀବନ

ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ୪୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆମେରିକାରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି । ଟ୍ରେନ ଦୁର୍ଘଟଣାରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖୃା ବଢ଼ିବାର ଆଶଙ୍କା ରହିଛି । ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ଟ୍ରେନ୍ ଫାଟକରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା, ଯାହାଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ପଠାଇଛି ଓ ମାମଲା ଯାଞ୍ଚ କରୁଛି । ସୋମବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନ ଆମେରିକାର ଲୋସ୍ ଆଞ୍ଜେଲନ୍ସ ସହରରୁ ଚିକାଗୋ ଯାଉଥିଲା । ସେତିକି ବେଳେ ମୈଶୋର ଅଞ୍ଚଳରେ ରେଲୱେ ଫାଟକରେ ଖରାପ ହୋଇ ଅଟକିଥିବା ଟ୍ରକ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରେ ଥିଲା ଯେ, ଟ୍ରକଟି ଚୂରମାରତ ହୋଇଥିଲା । ଏହା ସହ ଟ୍ରେନଟି ମଧ୍ୟ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ପରେ ଗୁରୁତରମାନଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ୬ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking