36.1 C
Bhubaneswar
Monday, May 6, 2024
Homeଓଡିଶାଏହି ଜିଲ୍ଲାକୁ ସତର୍କ ସୂଚନା

ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ଘଣ୍ଟି । ଓଡିଶାର ୧୯ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛିା ସେଥିପାଇଁ ରାଜ୍ୟର ୧୯ ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି ।

ଆଜି ଅପରାହ୍ନରୁ ଆସନ୍ତାକାଲି  ସକାଳ ୮.୩୦ ଯାଏ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, କୋରାପୁଟ, ମାଲକାନାଗିରି, ରାୟଗଡା ଓ କନ୍ଧମାଳ  ଜିଲ୍ଲାରେ  ସତର୍କ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking