34.1 C
Bhubaneswar
Saturday, May 18, 2024
Homeରାଜନୀତିକଂଗ୍ରେସରେ ଯୋଗଦେଲେ ଦେବାଶିଷ ନାୟକ

କଂଗ୍ରେସରେ ଯୋଗଦେଲେ ଦେବାଶିଷ ନାୟକ

ଭୁବନେଶ୍ୱର : ପୁଣି ଦଳ ଡେଇଁ କଂଗ୍ରେସରେ ସାମିଲ ହେଲେ ଦେବାଶିଷ ନାୟକ । ଦେବାଶିଷ ବିଜେପି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି । କିନ୍ତୁ ସେ ଫେବୃଆରୀ ୨୫ରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ବରୀରୁ ବିଜେପି ଟିକେଟ୍ ଆଶାୟୀ ଥିଲେ କିନ୍ତୁ ତାଙ୍କୁ ମିଳିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking