32.1 C
Bhubaneswar
Friday, April 26, 2024
Homeଅପରାଧଝାଡ଼ଖଣ୍ଡରେ ପୁଲିସ- ମାଓବାଦୀ ମୁହାଁମୁହିଁ : ତିନି ମହିଳା ମାଓବାଦୀ ମୃତ

ଝାଡ଼ଖଣ୍ଡରେ ପୁଲିସ- ମାଓବାଦୀ ମୁହାଁମୁହିଁ : ତିନି ମହିଳା ମାଓବାଦୀ ମୃତ

ରାଞ୍ଚି : ଶନିବାର ଝାଡ଼ଖଣ୍ଡର ଚାଇଁବସା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୩ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ପୁଲିସ ସେମାନଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି । ଘଟଣାଟି ଗୁଦଡ଼ିଥାନା ଅନ୍ତର୍ଗତ ଟୋମଡ଼େଲ ପଞ୍ଚାୟତର ଚିରୁଙ୍ଗ ଗାଁ ନିକଟରେ ଘଟିଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନୁରୂପ ଭାବରେ ଅନ୍ୟଏକ ଘଟଣାରେ ମାଓବାଦୀମାନେ ବିସ୍ଫୋରଣରେ ଜଣେ ଶିକ୍ଷକଙ୍କ ଘର ଉଡ଼ାଇ ଦେଇଛନ୍ତି । ଏହି ଘଟଣାଟି ଚାଇବସା ଜିଲ୍ଲାର ସୋନୁୱା ଥାନା ଅନ୍ତର୍ଗତ ଯୋଡ଼ାପୋଖର ଅଞ୍ଚଳରେ ଘଟିଛି । ମାଓବାଦୀମାନେ ପୁଲିସ ସୂଚନାଦାତା ସନ୍ଦେହରେ ସମ୍ପୃକ୍ତ ଘର ଉଡ଼ାଇ ଦେବା ସହ ତାଙ୍କର ବାଇକ୍ ଓ ଘରର ଆସବାବପତ୍ର ଜାଳି ଦେଇଛନ୍ତି ।
https://onakhabar.com/2020/04/04/3-terrorists-died-in-encounter/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking