36.1 C
Bhubaneswar
Monday, May 6, 2024
Homeଓଡିଶାରାଜଧାନୀରେ ୨ହଜାର ମୁହାଁ ଡେଙ୍ଗୁ ରୋଗୀ

ରାଜଧାନୀରେ ୨ହଜାର ମୁହାଁ ଡେଙ୍ଗୁ ରୋଗୀ

ଭୁବେନଶ୍ୱର: ରାଜଧାନୀ ଭୁବେନଶ୍ୱରେର ଏବେ  ଆୟତ୍ତ ବାହାରକୁ ଯିବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ନୂଆ ପ୍ରାୟ ୫୬ ଆକ୍ରାନ୍ତଙ୍କୁ ଯୋଡି ମୋଟ ରୋଗୀଙ୍କ ସଂଖ୍ୟା ୨ ହଜାର ମୁହାଁ ହେବା ସହ ସଂଖ୍ୟା ୧୫୮୭କୁ ବୃଦ୍ଧିପାଇଛି । ଦୈନିକ ପ୍ରାୟ ୫୦ ରୁ ୬୦ ଜଣ ଡେଙ୍ଗୁରେ ପିଡ଼ୀତ ହେଉଥିବା ସାମ୍ନାକୁ ଆସୁଥିବାବେଳ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବେିଶଷଜ୍ଞମାନେ ମତପ୍ରକାଶ କରିଛନ୍ତି। ବିଏମ୍‌ସି ପ୍ରଦତ୍ତ ତଥ୍ୟ ମୂତବାକ, ମଶା ବୃଦ୍ଧିର ଆଶଙ୍କା ଥିବା ୮୦ ହଜାରରୁ ଊର୍ଦ୍ଧ୍ୱ ସ୍ଥାନେର ସଫେଇ କରାଯାଇଛି । ୭୩ ହଜାରରୁ ଉର୍ଦ୍ଧ୍ୱ ସ୍ଥାନରୁ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ଏଥିସହ ୭୮ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ଏଡ଼ିଶ୍ ମଶାର ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି । ସହରର ପ୍ରାୟ ୩୦୬୪୮ ହଜାର ଘରକୁ ସେଭର୍ଲାନ୍ସରେ ଆଣିଛି । ଯେଉଁଥିରେ ୧ ଲକ୍ଷ ୨୫ ହଜାର ୮୫୨ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି ।ଧିରେ ଧିରେ ବିଏମ୍‌ସି ନିଜ ସେଭେଲାନ୍ସ ବଢ଼ାଉଥିବାବେଳେ ଖୁବ୍‌ଶୀଘ୍ର ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି  ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking