28.1 C
Bhubaneswar
Monday, May 27, 2024
Homeଓଡିଶାବିଜେଡି ରାଲିରେ ନାବାଳକ !

ବିଜେଡି ରାଲିରେ ନାବାଳକ !

ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ପ୍ରଚାରରେ ଛୋଟ ପିଲା ଥିବା ଅଭିଯୋଗ । କେନ୍ଦ୍ରାପଡା ଲୋକସଭା ବିଜେଡି ପ୍ରାର୍ଥୀଙ୍କ ପ୍ରଚାରରେ ଛୋଟ ପିଲା ସାମିଲ । ଏନେଇ ସିଇଓଙ୍କଠାରେ ଅଭିଯୋଗ କଲେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି । ପ୍ରଚାରରେ ଛୋଟପିଲାଙ୍କୁ ସାମିଲ ଇସିଆଇ ଗାଇଡଲାଇନର ଉଲ୍ଲଂଘନ । ନେଇ ତୁରନ୍ତ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେପି । ପ୍ରାର୍ଥୀ ଅଂଶୁମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲା ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking