29.1 C
Bhubaneswar
Saturday, April 27, 2024
Homeଓଡିଶାଏସପି ଅଫିସ ଆଗରେ ଜଳିଲେ ଯୁବକ

ଏସପି ଅଫିସ ଆଗରେ ଜଳିଲେ ଯୁବକ

ଗଂଜାମ : ଗଂଜାମ ଏସପି ଅଫିସ ଆଗରେ ଜଳିଗଲେ ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତିି । ଏସପି ଅଫିସ ର ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଗୁରୁତର ଯୁବକ ଜଣକ ହେଲେ ବରି ଗାଁର ବାଦଲ ସାହୁ। ତେବେ କେଉଁ କାରଣକୁ ନେଇ ଯୁବକ ଜଣକ ଆତ୍ମାହୃତି ଉଦ୍ୟମ କରିଛନ୍ତି ତାହା ଜଣାପଡି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking