28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସଂସଦ ଭବନ ନେଇ ଦାଖଲ ପିଆଇଏଲ ଖାରଜ କଲା ସୁପ୍ରିମକୋର୍ଟ

ସଂସଦ ଭବନ ନେଇ ଦାଖଲ ପିଆଇଏଲ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ପ୍ରସଙ୍ଗ । ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ ଭବନର ଉଦଘାଟନକୁ ନେଇ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ଆବେଦନକାରୀ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାକୁ ପିଆଇଏଲ ଦାଖଲ କରିଥିଲେ ।

ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking