ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାର୍ଜସିଟ୍ ସଂପର୍କିତ ପ୍ରେସ ରତଲିଜରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ । ଗୋପାଳ ପାଗଳ ନୁହେଁ କି ନଥିଲା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ସମ୍ପୂର୍ଣ୍ଣ ସୁସ୍ଥ ସ୍ୱସ୍ତଷ୍ଠରେ ଗୋପାଳ ହତ୍ୟା ଘଟାଇଥିବା କହିଲା କ୍ରାଇମବାଞ୍ଚ । ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ । ବାଇପୋଲାର ଡିଜ୍‌ଅର୍ଡର ନେଇ ସେ ଔଷଧ ଖାଉଥିବା କହିଥିଲେ । ଏନେଇ ପରୀକ୍ଷା ପାଇଁ ଡିଏମ୍‌ଇଟିଙ୍କ ଦ୍ୱାରା ଏକ ମେଡିକାଲ ଟିମ … Continue reading ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ