29.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ୱରପୁଣି ବଢ଼ିଲା ଏକକ ୟୁଜି ପ୍ରବେଶିକା ଆବେଦନ, ମେ ୩୧ ଯାଏ ହେବ ଆବେଦନ

ପୁଣି ବଢ଼ିଲା ଏକକ ୟୁଜି ପ୍ରବେଶିକା ଆବେଦନ, ମେ ୩୧ ଯାଏ ହେବ ଆବେଦନ

ଭୁବନେଶ୍ୱର: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଆବେଦନ ଅବଧି ପୁଣି ବଢ଼ିଛି । ଛାତ୍ରଛାତ୍ରୀ ଆସନ୍ତା ମେ ୩୧ ତାରିଖ ରାତି ୯ଟା ଯାଏ ଅନଲାଇନ୍‌ରେ ଆବେଦନ କରିପାରିବେ । ସେହିଦିନ ମଧ୍ୟରାତ୍ରି ଯାଏ ସେମାନେ ଫି’ ଦାଖଲ କରିପାରିବେ । ସେହିପରି ୩୧ ତାରିଖ ଯାଏ ଛାତ୍ରଛାତ୍ରୀ ନାମଲେଖାରେ ତ୍ରୁଟି ସଂଶୋଧନ କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking