26.1 C
Bhubaneswar
Tuesday, May 7, 2024
Homeଓଡିଶାବିଧାନସଭା ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବିଧାନସଭା ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ । ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛନ୍ତି ବିରୋଧୀ ଦଳ । ଆଜି ପ୍ରଥମ ଦିନରେ ଜଙ୍ଗଲ ନିଆଁକୁ ନେଇ ବିଜେପି ମୁଲତବୀ ନୋଟିସ ଦେଇଛି । ଯହାର ଶୀର୍ଷକ ରହିଛି ‘ଷଡଯନ୍ତ୍ରରେ ଆମ ଜଙ୍ଗଲ…ଜୀବନ ଯାଉଛି ପୋଡି…’ ଏହି ଆଲୋଚନାର ଉତ୍ତର ରଖିବେ ଜଙ୍ଗଲ ଓ ପର୍ଯ୍ୟବକ୍ଷଣ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି ଅଧିବେସନରେ ମଣ୍ଡି ସମସ୍ୟା, ଟୋକନ ନମିଳିବା , ଧାନର ଅଭାବୀ ବିକ୍ରି ଭଳି ପ୍ରସଙ୍ଗ ସହିତ ଆଇନ ଶୃଙ୍ଖଳା ସ୍ଥିତି ଓ କୋଟିଆ ଆଦି ପ୍ରସଙ୍ଗ ଉଠିପାରେ ।

ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ତାରିଖ ଯାେଏଁ ଚାଲିବ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାସ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking