38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ଆମ ହାତରେ ନାହିଁ : ନିର୍ବାଚନ ଆୟୋଗ

ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ଆମ ହାତରେ ନାହିଁ : ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ସମୟରେ ଲାଗିଥିବା ଆହାତ ଯୋଗୁଁ ତୃଣମୂଳ କଂଗ୍ରେସ ପକ୍ଷରୁ ଲଗାଯାଉଥିବା ଆରୋପର ଉତ୍ତର ରଖି ନିର୍ବାଚନ ଆୟୋଗ ଗୁରୁବାର ଦିନ କଡା ଶବ୍ଦରେ ପତ୍ର ଲେଖିଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି ‘ଏକ ଦଳ ବିଶେଷ’ ର ଇଙ୍ଗିତରେ ଅୟୋଗ ଚାଲୁଛି ଏହା କହିବା ଅତ୍ୟନ୍ତ ଅଶୋଭନୀୟ ଅଟେ । ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ଲାଗିଥିବା ଆଘାତ ଏକ ଦୁର୍ଭାଗ୍ୟପୁର୍ଣ୍ଣ ବିଷୟ ଅଟେ । ଏହାର ଯାଞ୍ଚ ହେବା ଆବଶ୍ୟକ ।

ନିର୍ବଚନ ଆୟୋଗ ପତ୍ରରେ ଲେଖିଛନ୍ତି ଯେ, ଏହା କହିବା ଅତ୍ୟନ୍ତ ଭୂଲ କି ନିର୍ବାଚନ ଆୟୋଗ ରାଜ୍ୟରେ ନିର୍ବାଚନ କରିବା ସହିତ ଆଇନ ବ୍ୟବସ୍ଥାକୁ ନିଜ ହାତରେ ନେଇଛି । ଏହି ଆରୋପ ଆୟୋଗର କାର୍ଯ୍ୟ ଓ ଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ଓ ଅନ୍ୟ କୌଣସି ରାଜ୍ୟରେ ଘଟୁଥିବା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଆୟୋଗ ନିଜ ହାତରେ ନିଏ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking