31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗମା’ କୁ ମାରିଲା ପୁଅ

ମା’ କୁ ମାରିଲା ପୁଅ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ଗାଢହଟି ଅଞ୍ଚିଳରେ ଏକ ଅଭାବନୀୟ ଓ ଜଘନ୍ୟ ଘଟଣା ଘଟିଛିା ମା’କୁ ପୁଅ ଇଟାରେ ଛେଚି ହତ୍ୟା କରିଛି । ତେବେ ଅଭିଯୁୁକ୍ତ କିଶୋର ମୁଣ୍ଡାକୁ ପୋଲିସ ଗିରଫ କରିଛି ଓ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।

ତେବେ ପୁଅ କଣ ପାଇଁ ଏପରି କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କିଶୋର ମାନସିକ ଭରାସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟଯେ ୨୦୧୨ ରେ କିଶୋର ତା ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ତେବେ ଗତ କାଲି ରାତିରେ ପୁଅ କିଶୋର ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟଇଛି । ମଦ ପିଇବା ପାଇଁ ପଇସା ନଦେଉଥିବାରୁ ସେ ମା’ଙ୍କୁ ମାଡ ମାରୁଥିଲା । ମା’ଙ୍କ ବାରଣ କରିବାରୁ ପୁଅ ଏଭଳି କରିଥିବା ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking