28.1 C
Bhubaneswar
Saturday, April 27, 2024
Homeଓଡିଶାଜାଲରେ ପଡିଲା ଶିଶୁର ଶବ

ଜାଲରେ ପଡିଲା ଶିଶୁର ଶବ

ଧର୍ମଗଡ : ମାଛ ଧରିବା ବେଳେ ଜାଲରେ ପଡିଲା ନବଜାତ ଶିଶୁ ର ମୃତଦେହ । ଇନ୍ଦ୍ରାବତୀ କେନାଲ କୁସୁମୁଖୁଣ୍ଟି ନିକଟରେ ମାଛ ଧରିବା ବେଳେ ଉଦ୍ଧାର । ଜାଲରେ ପଡିଲା ଶିଶୁର ଶବ । ଛୁଆଟି କାହାର ଏବଂ ସେଠାରେ କେମିତିପଡିଲା କିଛି ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking