29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆତଙ୍କୀ ହାମଲା : ୩ ବିଜେପି କର୍ମକର୍ତ୍ତା ନିହତ

ଆତଙ୍କୀ ହାମଲା : ୩ ବିଜେପି କର୍ମକର୍ତ୍ତା ନିହତ

ଜମୁ କାଶ୍ମୀର: ଜମୁ କାଶ୍ମୀରର କୁଲଗାମ୍ ଠାରେ ହେଇଥିବା ଆତଙ୍କୀ ହମଲାରେ ଭାରତୀୟ ଜନତାପାର୍ଟିର ୩ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଛି । ଭାରତୀୟ ଯୁବ ମୋର୍ଚାର ସାଧାରଣ ସମ୍ପାଦକ ଫିଦା ହୁଶେନ୍ ମଧ୍ୟ ଏହି ହମଲାରେ ନିହତ ହୋଇଛନ୍ତି । ଆତଙ୍କୀମାନେ ପ୍ରଥମେ କର୍ମକତ୍ତାଙ୍କ ଉପରେ ଗୁଳି ଚଳାଇ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ତ ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ୩ ବିଜେପି କର୍ମକର୍ତ୍ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking