ନିଜ ପଦ ରୁ ଇସ୍ତଫା ନେଇ ସ୍ପଷ୍ଟ କଲେ ବିଧାୟକ ତାରା ବାହିନୀ ପତି ।କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ନେଇ କଲେ ସ୍ପଷ୍ଟ । ବ୍ୟକ୍ତିଗତ କାରଣ ରୁ ଇସ୍ତଫା ଦେଇଥିବା କହିଲେ ତାରା ବାହିନୀ ପତି । ପିସିସି ସଭାପତି ପଦ ସମ୍ପର୍କ ରେ ତାରାଙ୍କ ପ୍ରତିକ୍ରିୟା । ପିସିସି ସଭାପତି ପଦ ସମ୍ପର୍କ ରେ ତାରା ଙ୍କ ପ୍ରତିକ୍ରିୟା ।କାହାକୁ ଖୋସାମଦ କରିନି କିନ୍ତୁ ପଦ ମିଳିଲେ ଛାଡିବିନି । ତେବେ କଂଗ୍ରେସ ଦଳରେ ଚାଲିଥିବା କନ୍ଦଳ ଏବେ କଂଗ୍ରେସ ଦଳର ପରାଜୟ ଆଡକୁ ଠେଲି ନେଉଛି ।