30.1 C
Bhubaneswar
Monday, May 20, 2024
Homeଓଡିଶାଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଯମୁନଢ଼ିପା ବ୍ରିଜ୍ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି। ଯୁବକଙ୍କ ବେକରେ ମଡ଼ ପଥର ବନ୍ଧା ହୋଇଛି। ହତ୍ୟା ପରେ ତାଙ୍କୁ ବ୍ରିଜ୍ ତଳେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ପରିଚୟ ନେଇ ପୁଲିସ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

 

ଟ୍ରିପଲ୍ ମର୍ଡର : ଗୁଳି କରି ଗୋଟିଏ ପରିବାର ସଦସ୍ୟଙ୍କୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking