37.1 C
Bhubaneswar
Friday, May 17, 2024
Homeଓଡିଶାଆଶିଷ ସିଂହଙ୍କୁ ବଦଳି କର : ବିଜେପି

ଆଶିଷ ସିଂହଙ୍କୁ ବଦଳି କର : ବିଜେପି

ଭୁବନେଶ୍ୱର : ପୋଲିସ ଆଇଜି ଆଣିଷ ସିଂହଙ୍କ ବଦଳି ଦାବି କଲା ବିଜେପି । ରାଜ୍ୟ ବାହାରକୁ ବଦଳି କରିବା ନେଇ ସିଇଓଙ୍କ ଠାରେ ଦାବି । ଆଶିଷ ସିଂହ ବିଜେଡିର ନିର୍ବାଚନୀ ପ୍ରଚାର କରୁଥିବା ଅଭିଯୋଗ । ସରକାରୀ ଅଫିସ ହୋଇ ବି ବିଜେଡିର ରାଜନୈତିକ କାମ କରୁଛନ୍ତି । ଆଶିଷ ସିଂହଙ୍କ ମୋବାଇଲ ଜବତ କରି ଯାଞ୍ଚ କରାଯାଉ । ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙଅକୁ ଓଡିଶା ବାହାରକୁ ବଦଳି କରାଯାଉ ।

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking