28.9 C
Bhubaneswar
Sunday, May 5, 2024
Homeଓଡିଶାନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ...

ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ …

ଭୁବନେଶ୍ୱର: ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଆଜି ଗଛରେ ଚଢି ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି ଏବଂ ସେ 23 ବର୍ଷ ଧରି ପୋଲିସକୁ ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି ।

ସୄଚନା ମୁତାବକ ମହିଳାଙ୍କୁ ଉଦ୍ଧାର କଲା ପୋଲିସ ଏବଂ ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଛି ।

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking