ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ

ପାରାଦ୍ବୀପ: ବହୁ ଚର୍ଚ୍ଚିତ ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାକୁ ନେଇ ରାଜନୀତିକରଣ କରାଯାଉଥିବା ଆଶାକର୍ମୀଙ୍କ ବାପା ଅଭିଯୋଗ କରିଛନ୍ତି । କିଛି ଦଳ ବାରମ୍ବାର ଝିଅର ନାମ ନେଇ ରାଜନୀତି କରୁଛନ୍ତି । ଯାହା ଫଳରେ ଝିଅ ମାନସିକ ସ୍ତରରେ ଆଘାତ ପାଉଥିବା ବାପା କହିଛନ୍ତି । ତେଣୁ ଏଭଳି ନକରିବା ପାଇଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅନୁରୋଧ କରିଛନ୍ତି । ସେ କହିଛନ୍ତି,” ମୋ ଝିଅ ସହ ଯେଉଁ ଘଟଣା … Continue reading ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ