28.1 C
Bhubaneswar
Saturday, April 27, 2024
Homeଓଡିଶା୩ ଜଣଙ୍କୁ ସଂକ୍ରମିତ କଲେ ୭୩ ନମ୍ବର କରୋନା ରୋଗୀ

୩ ଜଣଙ୍କୁ ସଂକ୍ରମିତ କଲେ ୭୩ ନମ୍ବର କରୋନା ରୋଗୀ

ଭୁବନେଶ୍ୱର: ଯାଜପୁରର ୪ ଆକ୍ରାନ୍ତଙ୍କ ତଥ୍ୟ ଆଜି ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଆକ୍ରାନ୍ତଙ୍କ ନମ୍ବର  ୮୪,୮୫,୮୬,୮୭ଙ୍କ ଟ୍ରାଭେଲ ହିଷ୍ଟ୍ରି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି । ୮୫,୮୬ ଓ ୮୭ ନମ୍ବର ଆକ୍ରାନ୍ତ ୭୩ ନମ୍ବରଙ୍କ ନିକଟ ସଂର୍ପକୀୟ । ୮୫ ନମ୍ବର ହେଉଛନ୍ତି ୨୧ ବର୍ଷର ଯୁବକ ଓ ୭୩ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ । ଆକ୍ରାନ୍ତଙ୍କ ଘର ଯାଜପୁର ସଦର ବାସୁଦେବପୁର ।
https://onakhabar.com/2020/04/25/state-govt-gives-permission-to-open-such-shops/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking