32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ

ଭୁବନେଶ୍ୱର: (ଓଡ଼ିଶା ନ୍ୟୁଜ ଏଜେନ୍ସି) ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ । ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଂସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉକ୍ତ ୧୦୧ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିସ ମିଡିୟମ ସେକ୍ସନ ଖୋଲାଯିବ । ପ୍ରତି ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୫ ଲକ୍ଷ ଲେଖାଏଁ ଦିଆଯିବ । ୨୦ରୁ କମ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶାଇବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ସ୍କୁଲରୁ ସ୍ଥାନାନ୍ତରିତ ପିଲାଙ୍କୁ ସର୍ବାଧିକ ୫୦୦୦ ଟଙ୍କା ଲେଖାଏଁ ସ୍ଥାନାନ୍ତର ଭତ୍ତା ମିଳିବ େ ବାଲି ନିଷ୍ପତ୍ତି ନିଆଯାଇଛି ।
https://onakhabar.com/2020/01/29/corona-viurs/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking