26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗବି.ଟେକ୍ ପାଇଁ ସ୍ପେଶାଲ ଓଜେଇଇ

ବି.ଟେକ୍ ପାଇଁ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ରାଜ୍ୟ ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜରେ ଆଡମିଶନ ପ୍ରସଙ୍ଗରେ ବି.ଟେକ୍ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଜେଇଇ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦ୍ୱିତୀୟ ଓଜେଇଇ ହେବନାହିଁ । ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନ ଆବେଦନ ଆରମ୍ଭ ହେବ । ଆଜିଠାରୁ ଆରମ୍ଭ କରି ମେ ୩୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ୫ ତାରିଖ ସୁଦ୍ଧା ଫି’ ଦାଖଲ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି । ଏହାବାଦ୍ ଜୁନ ୧୭ ତାରିଖ ପରେ ପରିସ୍ଥିତି ଦେଖି ଆଡମିଟ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।
https://onakhabar.com/2020/05/12/orissa-high-court-asks-odisha-govt-to-complete-the-chariot-construction-work/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking