32.1 C
Bhubaneswar
Saturday, May 4, 2024
Homeଅପରାଧ୭୦ ବର୍ଷୀୟ ମହିଳାଙ୍କ ସହ ହେଲା କିଛି ଏପରି ହୃଦୟବିଦାରକ ଘଟଣା

୭୦ ବର୍ଷୀୟ ମହିଳାଙ୍କ ସହ ହେଲା କିଛି ଏପରି ହୃଦୟବିଦାରକ ଘଟଣା

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରୁ ଏକ ଲଜ୍ୟାଜନକ  ଘଟଣା ସାମ୍ନାକୁ ଆସିଛି ରବିବାର ବିଳମ୍ୱିତ ରାତିରେ ଚୋରମାନେ ଜଣେ  ୭୦ ବର୍ଷୀୟ ମହିଳାଙ୍କ ଘରେ ପଶି ଚୋରି କରିବା ସହ ତାଙ୍କୁ ଦୁଷ୍କର୍ମ ମଧ୍ୟ କରିଛିଏହି ଘଟଣା ଘଟିବା ପରେ ସ୍ଥାନିୟ ଅଞ୍ଚଳରେ କ୍ଷବ ପ୍ରକାଶ ପାଇଛି ଏଭଳି ସମାନ ଘଟଣା ପଶ୍ଚିମବଙ୍ଗ ମାଳଦା ଜିଲ୍ଲାରେ ମଧ୍ୟ ଘଟିଛି ସେଠାରେ ଜଣେ ୫୧ ବର୍ଷୀୟ ମହିଳାଙ୍କୁ ଶେଖପୁର ଗାଁରେ ହତ୍ୟା କରାଯାଇଛି ମହିଳାଙ୍କ ପୁଅ ଜଣେ ପୋଲିସ୍ ଭଲେଣ୍ଟ୍ୟାର ଭାବେ କାମ କରନ୍ତି ପୁଅ ଡ୍ୟୁଟିରୁ ଘରକୁ ଫେରି ଦେଖିଥିଲା ଯେ ମାଙ୍କ ମୃତଦେହ ଘରେ ପଡ଼ିରହିଛି।।

ତେବେ ଦକ୍ଷିଣ ୨୪ ପ୍ରଗଣାରେ ଘଟିଥିବା ଘଟଣାରେ ଚୋର ତାଙ୍କ ଘରକୁ ପଶି ଆସିଥିଲା। ଏହାପରେ ମହିଳାଙ୍କୁ ଦିଷ୍କର୍ମ କରିବା ସହ ଘରେ ଥିବା ସିଲେଇ ମେସିନ ନେଇ ପଳାଇ ଯାଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଏତିକିବେଳେ ମହିଳାଜଣକ ଜୋର୍ରେ ଚିତ୍କାର କରିବାରୁ ପାଖ ପୋଡ଼ଶୀ ଦୌଡ଼ି ଆସି ଦେଖି ଥିଲେ ଯେ ମହିଳାଙ୍କ ଶରୀରୁ ରକ୍ତ ବାହାରିବା ସହ ଖଣ୍ଡିଆ ହୋଇଯାଇଥିଲେ

ଏହି ଘଟଣାରେ ସମ୍ପୃକ୍ତ ଥି୍ବା ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ସେମାନଙ୍କୁ ଏବେ ପଚରାଉଚରା ଚାଲିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking