30.1 C
Bhubaneswar
Friday, April 26, 2024
Homeଓଡିଶାମାଟି ତଳୁ ବାହାରିଲେ ଶିବଲିଙ୍ଗ ; ଭକ୍ତଙ୍କ ଭିଡ

ମାଟି ତଳୁ ବାହାରିଲେ ଶିବଲିଙ୍ଗ ; ଭକ୍ତଙ୍କ ଭିଡ

ତେଲକୋଇ -ତେଲକୋଇ ବ୍ଲକ ଖୂଣ୍ଟାପଡା ପଞ୍ଚାୟତ କନ୍ତଲେଇ ଗାଁ ଜାମୁନାଳିଆ ସାହି ନିକଟ ପାହାଡରେ ମାଟି ତଳୁ ଶିବଲିଙ୍ଗ ଫୁଟି ବାହାରି ଥିବା ଦେଖିବାକୁ ମିଳିଛି । ସୂଚନା ମୂତାବକ ସେହି ସାହିର ମୁଳିଆ ପ୍ରଧାନ ପ୍ରତିଦିନ ସେ ପାହାଡରେ ପଥର ପିଟି ତାକୁ ବିକି ନିଜର ପେଟ ପୋଷନ୍ତି । ଗତକାଲି ପିଟୁଥିବା ବେଳେ ପଥରର ଆବଶ୍ୟକ ପଡିଥିଲା । ସେ ଗୋଟିଏ ପଥର ଉଠାଇଲା ବେଳେ ପଥର ଖୋଳ ଭିତରେ ଶିବଲିଙ୍ଗ ଫୁଟି ବାହାରି ଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀକୁ ଜଣାଇବା ପରେ ସେଠାରେ ଗାଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking